Breaking PLUSଓଡ଼ିଶାମୁଖ୍ୟ ଖବର
ଗଂଜେଇ ଚୋରା ଚାଲାଣରେ ଉତ୍ତର ପ୍ରଦେଶ ଲିଙ୍କ୍

ସୁବର୍ଣ୍ଣପୁର: ଗଂଜେଇ ଚୋରା ଚାଲାଣରେ ଉତ୍ତର ପ୍ରଦେଶ ଲିଙ୍କ୍ ସାମ୍ନାକୁ ଆସିଛି ।୬୦ରୁ ଅଧିକ କେଜି ଗଂଜେଇ ଜବତ କଲା ସୋନପୁର ପୋଲିସ୍ । ୨ଟି ଚାରିଚକିଆ ଗାଡ଼ି ଜବତ ହୋଇଥିବା ବେଳେ ୯ ଗଂଜେଇ ମାଫିଆ ଗିରଫ ।୪ ଜଣ ୟୁପି ଓ ୫ ଜଣ ବୌଦ୍ଧ ଜିଲ୍ଲାର ହୋଇଥିବା ସୂଚନା ମିଳିଛି ।