Breaking PLUSଓଡ଼ିଶାମୁଖ୍ୟ ଖବର

୨ ବାଇକ୍‌ ମୁହାଁମୁହିଁ ଧକ୍କା; ୨ ବାଇକ୍‌ ଆରୋହୀ ମୃତ

ମୁନିଗୁଡ଼ା: ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ୍ୟୁବରଣ କରିଛନ୍ତି । ମୁନିଗୁଡ଼ା-ବିଷମକଟକ ରାସ୍ତା ବୁରୁଜୁଗୁଡ଼ା ନିକଟରେ ଦୁର୍ଘଟଣା ଘଟିଛି । ଜଣେ ସ୍ଥାନୀୟ ଅଞ୍ଚଳର ଯୁବକ, ଅନ୍ୟଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button