Breaking PLUSଓଡ଼ିଶାମୁଖ୍ୟ ଖବର
ବରପଦର ଗାଁରେ ମୃତଦେହକୁ ଗ୍ରହଣ କଲେନାହିଁ ପରିବାର

ବିନିକା: ବରପଦର ଗାଁରେ ମୃତଦେହକୁ ଗ୍ରହଣ କଲେନାହିଁ ପରିବାର । ମହାପ୍ରୟାଣ ଗାଡ଼ିରେ ମୃତଦେହ ଧରି ବିନିକା ଥାନାରେ ପହଞ୍ଚିଲେ ସ୍ତ୍ରୀ ଓ ପୁଅ । ଘରୋଇ କଳହକୁ ନେଇ ମୃତଦେହ ଗ୍ରହଣ କରିନଥିବା ସୂଚନା ମିଳିଛି । ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ମୃତ୍ୟୁ ପରେ ଗାଁକୁ ଯାଇଥିଲା ମୃତଦେହ ।



