Breaking PLUSଓଡ଼ିଶାମୁଖ୍ୟ ଖବର
୨୯ ତାରିଖରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର- ୨୯ ତାରିଖରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଇଛନ୍ତି । ବାତ୍ୟା ପାଇଁ ଆସନ୍ତାକାଲି ବନ୍ଦ ରହିବ ନନ୍ଦନକାନନ ।



