Breaking PLUSଓଡ଼ିଶାମୁଖ୍ୟ ଖବର
		
	
	
ବର୍ଷାରେ ଧସିଲା ବଡ଼ ପଥର, ଭାଙ୍ଗିଲା ମନ୍ଦିର ପାଚେରୀ

ଭଞ୍ଜନଗର: ବର୍ଷାରେ ଧସିଲା ବଡ଼ ପଥର, ଭାଙ୍ଗିଲା ମନ୍ଦିର ପାଚେରୀ । କୁଲାଡ଼ ସ୍ଥିତ ମା ବ୍ୟାଘ୍ରଦେବୀ ମନ୍ଦିର ପରିସରରେ ଧସିଲା ପଥର । ପଥର ଧସି ମନ୍ଦିର ତଳେ ଥିବା ହନୁମାନ ମନ୍ଦିର ପାଚେରି ଭାଙ୍ଗିଯାଇଛି । ରାତିରେ ଧସିଲା ପଥର । କୌଣସି ଶ୍ରଦ୍ଧାଳୁ ନଥିବାରୁ ଟଳିଲା ବଡ଼ ଅଘଟଣ ।
 
				 
					


