Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ନିର୍ମାଣ ହେବାକୁ ଥିବା ସମସ୍ତ ନୂଆ ରାସ୍ତା ହେବ ଗ୍ରୀନ କରିଡର

ଭୁବନେଶ୍ୱର- ରାଜ୍ୟରେ ନିର୍ମାଣ ହେବାକୁ ଥିବା ସମସ୍ତ ନୂଆ ରାସ୍ତା ହେବ ଗ୍ରୀନ କରିଡର । ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପୂର୍ତ୍ତ ବିଭାଗ ନିଷ୍ପତ୍ତି । ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାସ୍ତାରେ ବୃକ୍ଷରୋପଣ କରାଯିବ ।ରାସ୍ତାରେ ଲାଗିବ କ୍ୟୁଆର କୋଡ୍ ସ୍କାନର, ମିଳିବ ସମସ୍ତ ତଥ୍ୟ ।

Show More

Related Articles

Back to top button