Breaking PLUSଓଡ଼ିଶାମୁଖ୍ୟ ଖବର
୫ ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଟି, ଅରବିନ୍ଦ ଦାସ

ଭୁବନେଶ୍ୱର- ଏସଆଇ ନିଯୁକ୍ତି ସ୍କାମ୍ । ୫ ଦିନିଆ ରିମାଣ୍ଡରେ ଶଙ୍କର ପୃଷ୍ଟି, ଅରବିନ୍ଦ ଦାସ । ରିମାଣ୍ଡ ଅନୁମତି ଦେଲେ ବ୍ରହ୍ମପୁର JMFC ରୁରାଲ କୋର୍ଟ ।୭ ଦିନିଆ ରିମାଣ୍ଡରେ ନେବାକୁ ପିଟିସନ କରିଥିଲା କ୍ରାଇମବ୍ରାଞ୍ଚ ।


