Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏୟାରକ୍ରାପ୍ଟ ଓ ହେଲିକପ୍ଟର ଯାଞ୍ଚ

ଭୁବନେଶ୍ୱର- ଗତକାଲି ନୂଆପଡ଼ା ଗସ୍ତରେ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏୟାରକ୍ରାପ୍ଟ ଓ ହେଲିକପ୍ଟରକୁ ଯାଞ୍ଚ କରାଯାଇଛି। ଏନେଇ ନୂଆପଡ଼ା ଜିଲ୍ଲାପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ନୂଆପଡ଼ା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଫ୍ଲାଇଂ ସ୍କ୍ବାଡ୍ ଏବଂ ଭିଡିଓ ସର୍ଭେଲାନ୍ସ ଟିମ୍ ତରଫରୁ ଯାଞ୍ଚ କରାଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button