Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୀ ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ ବେଶରେ ପ୍ରବେଶ

ପୁରୀ- ପୁରୀ ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ ବେଶରେ ପ୍ରବେଶ । ଜଣେ ଶ୍ରଦ୍ଧାଳୁ ସେବାୟତ ବେଶ ଧାରଣ କରି ପ୍ରବେଶ କରିଛନ୍ତି ।ଗୋପାଳବଲ୍ଲଭ ନୀତି ପରେ ପ୍ରବେଶ କରିଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପୋଲିସ ଦ୍ୱାରା ଗାରଦ ଭିତରେ ଅଟକ ରଖି ପଚରାଉଚରା କରାଯାଉଛି । ସଂପୃକ୍ତ ଶ୍ରଦ୍ଧାଳୁ ଜଣଙ୍କ ଯାଜପୁରର ଶଙ୍କର ମିଶ୍ର ବୋଲି ଜଣାପଡିଛି ।



