Breaking PLUSଓଡ଼ିଶାମୁଖ୍ୟ ଖବର

ବଡ଼ବିଲରେ ବୁଲିଲା ବୁଲ୍‌ଡୋଜର; ୪ ଅଭିଯୁକ୍ତଙ୍କ ଘର ମାଟିରେ ମିଶିଲା

ବଡବିଲ- ବଡ଼ବିଲରେ ବୁଲିଲା ବୁଲ୍‌ଡୋଜର; ୪ ଅଭିଯୁକ୍ତଙ୍କ ଘର ମାଟିରେ ମିଶିଲା  । ସରକାରୀ ଜମିରେ ଥିବା ଘରେ ବୁଲ୍‌ଡୋଜର ବୁଲାଇଲା ସ୍ଥାନୀୟ ପ୍ରଶାସନ । ୩ ପ୍ଲାଟୁନ ପେlଲିସ ଫେlର୍ସ ଉପସ୍ଥିତରେ ଘର ଭାଙ୍ଗିଲା ପ୍ରଶାସନ   । ବିଭିନ୍ନ ଅପରାଧରେ ସାମିଲ ଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Show More

Related Articles

Back to top button