Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବଢ଼ୁଛି ଶୀତ; ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା

ଭୁବନେଶ୍ୱର- ରାଜ୍ୟରେ ବଢ଼ୁଛି ଶୀତ ।  ୧୦ ଡିଗ୍ରୀ ତଳେ ୪ ସହରର ତାପମାତ୍ରା । ୭.୧ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା ସହର  । ଜି. ଉଦୟଗିରି ୭.୪, ଦାରିଙ୍ଗବାଡ଼ି ୭.୫, ଫୁଲବାଣୀ ୮.୫ ଡିଗ୍ରୀ  । ୧୫ ଡିଗ୍ରୀ ତଳେ ଟ୍ୱିନ୍‌ ସିଟିର ରାତ୍ରି ତାପମାତ୍ରା  । କଟକ ୧୪.୬ ଓ ଭୁବନେଶ୍ୱର ତାପମାତ୍ର ୧୪.୧ ଡିଗ୍ରୀ ରହିଛି ।

Show More

Related Articles

Back to top button