Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରୁ ନିଖୋଜ ଯୁବକଙ୍କୁ SCBରେ ପାଇଲେ ପରିବାର

ଭୁବନେଶ୍ୱର- ରାଜଧାନୀରୁ ଯୁବକ ସତ୍ୟଜିତ ଦାସ ନିଖୋଜ ଘଟଣା  । ଦୀର୍ଘ 15 ଦିନ ପରେ ସତ୍ୟଜିତ ଦାସଙ୍କ ମିଳିଲା ପତ୍ତା । କଟକ ବଡ଼ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପାଇଛନ୍ତି । କ୍ଷତାକ୍ତ ଅବସ୍ଥାରେ ଚିକିତ୍ସା ହେଉଥିବା କହିଛନ୍ତି ପରିବାର ଲୋକେ  । ଗତ 1ତାରିଖ ଦିନ ସତ୍ୟଜିତ ସାଙ୍ଗମାନଙ୍କ ସହ ଭରତପୁର ଅଞ୍ଚଳରେ ଜନ୍ମ ଦିନ ପାଳିବାକୁ ଆସିଥିଲେ  । ପରେ ତାଙ୍କର ପତା ମିଳିନଥିଲା  । ଏନେଇ ଭରତପୁର ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button