Breaking PLUSଓଡ଼ିଶାମୁଖ୍ୟ ଖବର

19ରୁ ଶ୍ରୀମନ୍ଦିରରେ ଦେବ ଦୀପାବଳି

ଭୁବନେଶ୍ୱର- ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିବେ। ଏନେଇ ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦେବଦୀପାବଳି ପାଳନ ହେବ । ତେଣୁ ଏଇ ଅମାବାସ୍ୟାରେ ଚାରିଆଡ଼େ ସାଧୁସନ୍ଥ ଗୃହସ୍ଥି ସମସ୍ତେ ଜାଳନ୍ତୁ ଦୀପଟିଏ।  ପୁରୀ ଶ୍ରୀକ୍ଷେତ୍ର ଧାମରେ ମହାସମାରୋହରେ ପାଳନ କରାଯିବ ଦେବ ଦୀପାବଳି। କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ୱରେ ଦେବ ଦୀପାବଳିରେ ଠାକୁର ଘରେ ଓ ତୁଳସୀ ଚଉରା ମୂଳରେ ଦୀପଟିଏ ଜାଳିବାକୁ ଆହ୍ୱାନ କରିଛନ୍ତି ସାଧୁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button