Breaking PLUSଓଡ଼ିଶାମୁଖ୍ୟ ଖବର
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୫ ମହିଳା ସମେତ ୧୦ ଗୁରୁତର

ବୌଦ୍ଧ: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ୫ ମହିଳା ସମେତ ୧୦ ଗୁରୁତର ଆହତ ହୋଇଛନ୍ତି । ପୁରୁଣାକଟକ ଭୈରବୀ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦାରିଙ୍ଗବାଡ଼ି ବୁଲି ରିଆମାଳ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ।



