Breaking PLUSଓଡ଼ିଶାମୁଖ୍ୟ ଖବର

ହୋମଗାର୍ଡ ନିଯୁକ୍ତି- ଅସାଧୁ ବ୍ୟକ୍ତିଙ୍କ ମିଥ୍ୟା ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ

ଭଦ୍ରକ- ହୋମଗାର୍ଡ ନିଯୁକ୍ତି ନେଇ ‘ଏକ୍ସ’ ଜରିଆରେ ସଚେତନ କଲା ଭଦ୍ରକ ପୋଲିସ  । ଚାକିରି ପାଇଁ ଅସାଧୁ ବ୍ୟକ୍ତିଙ୍କ ମିଥ୍ୟା ପ୍ରତିଶ୍ରୁତିରେ ପଡ଼ନ୍ତୁ ନାହିଁ । ଟଙ୍କା ବିନିମୟରେ ହୋମଗାର୍ଡ ଚାକିରି ଯୋଗାଡ଼ କରିଦେବେ ପ୍ରଚାର କରୁଛନ୍ତି । ହୋମଗାର୍ଡ ନିଯୁକ୍ତି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବ ।-କୌଣସି ଦଲାଲ ଏହି ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରିପାରିବେ ନାହିଁ  ।କାହାକୁ ବି ଟଙ୍କା ଦିଅନ୍ତୁ ନାହିଁ, ଏହା ଏକ ପ୍ରକାର ଦଣ୍ଡନୀୟ ଅପରାଧ ।ଯଦି କେହି ଟଙ୍କା ମାଗନ୍ତି, ନିକଟସ୍ଥ ଥାନା କିମ୍ବା ଜାରି ଫୋନ୍‌ ନଂରେ ଜଣାନ୍ତୁ ବୋଲି ଭଦ୍ରକ ପୋଲିସ କହିଛି ।

Show More

Related Articles

Back to top button