Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ସୁଜାତା କାର୍ତ୍ତିକେୟାନଙ୍କ ବିଜେଡିକୁ ଆସିବା ମୋ କାନରେ ପଡ଼ି ନାହିଁ- ଗଣେଶ୍ବର ବେହେରା

ଭୁବନେଶ୍ୱର- ଦେବାଶିଷଙ୍କ ଚିଠିର କିଛି ପ୍ରଭାବ ନାହିଁ କହିଲେ ଗଣେଶ୍ବର ବେହେରା । ୨୦୨୪ ପରାଜୟର ସମୀକ୍ଷା ହୋଇଛି, ଦେବାଶିଷ ଯେମିତି ଚାହୁଁଥିଲେ ହୋଇନି । ନବୀନଙ୍କୁ ଦେଖା କରିବାରେ ବର୍ତ୍ତମାନ ଯଥେଷ୍ଟ ସୁଯୋଗ ରହିଛି । ‘ନବୀନ ବାବୁ ଯଦି ଗୃହବନ୍ଦୀ; ବିଧାନସଭା, ଶଙ୍ଖ ଭବନ କେମିତି ଯାଉଛନ୍ତି । ଦେବାଶିଷଙ୍କ ଭାଷାରେ ଗୃହବନ୍ଦୀର ସଂଜ୍ଞା କଣ ବଦଳି ଗଲାକି ? ସୁଜାତା କାର୍ତ୍ତିକେୟାନଙ୍କ ବିଜେଡିକୁ ଆସିବା ମୋ କାନରେ ପଡ଼ି ନାହିଁ । ‘ଯଦି ଜଣେ ବ୍ୟକ୍ତି ଆସିଲେ ତାଙ୍କୁ ସମ୍ମାନ ଓ ସୁଯୋଗ ଦେବୁନୁ କାହିଁକି ।



