Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଏନ୍‌କାଉଣ୍ଟରରେ ଆଉ ୩ ମାଓବାଦୀ ନିହତ

ବିଜାପୁର- ଭୁଶୁଡୁଛି ଲାଲ ଦୁର୍ଗ ।  ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ଆଉ ୩ ମାଓବାଦୀ ନିହତ ହୋଇଛନ୍ତ । କାଲି ୧୨ ମାଓବାଦୀ ନିହତ ହୋଇଥିଲେ । ଆଜିର ମୃତ୍ୟୁ ସଂଖ୍ୟା ମିଶାଇ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ହୋଇଛି । ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଜାରି ରହିଛି ଅପରେସନ ।

Show More

Related Articles

Back to top button