Breaking PLUSଦେଶମୁଖ୍ୟ ଖବର

ଇଣ୍ଡିଗୋ ବିଭ୍ରାଟ; ଅଟକିଥିବା ୯ ହଜାର ବ୍ୟାଗେଜ୍‌ରୁ ୪୫୦୦ ହସ୍ତାନ୍ତର

ନୂଆଦିଲ୍ଲୀ- ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ନିର୍ଦେଶ ପରେ କମ୍ପାନୀ ପକ୍ଷରୁ ଯାତ୍ରୀମାନଙ୍କୁ ଟିକେଟ ବାବଦ ଅର୍ଥ ଫେରସ୍ତ କରାଯିବା ସାଙ୍ଗକୁ ସେମାନଙ୍କ ଲଗେଜ ବି ଫେରସ୍ତ ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ଅଟକି ରହିଥିବା ୯ ହଜାର ବ୍ୟାଗେଜରୁ ୪୫୦୦ ବ୍ୟାଗେଜ ଯାତ୍ରୀମାନଙ୍କୁ ଫେରସ୍ତ କରାଯାଇଛି। ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅବଶିଷ୍ଟ ବ୍ୟାଗେଜଗୁଡ଼ିକ ଆଗାମୀ ୩୬ ଘଣ୍ଟା ମଧ୍ୟରେ ଯାତ୍ରୀମାନେ ଫେରସ୍ତ ପାଇବେ ବୋଲି କୁହାଯାଇଛି।

Show More

Related Articles

Back to top button