ଦେଶମୁଖ୍ୟ ଖବର

ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟ ୫% କମାଇବାକୁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ–ଇଣ୍ଡିଗୋକୁ ଶୀତକାଳୀନ ବିମାନ ସଂଖ୍ୟ ୫% କମାଇବାକୁ DGCAର ନିର୍ଦ୍ଦେଶ  । ପରିଚାଳନା ଅକ୍ଷମତା ଯୋଗୁଁ ୨୦୨୫ ଶୀତ ସିଡ୍ୟୁଲ୍‌ କମାଇବାକୁ ନିର୍ଦ୍ଦେଶ  ।ଇଣ୍ଡିଗୋ ପୂର୍ବ ଶୀତ ସିଡ୍ୟୁଲ୍ ତୁଳନାରେ ଡିପାର୍ଚର୍ ୯%ରୁ ଅଧିକ ବଢ଼ାଇଥିଲା  । କିନ୍ତୁ ଅନୁମୋଦିତ ସଂଖ୍ୟାରୁ ବହୁତ କମ୍ ବିମାନ ପରିଚାଳନା କରୁଥିଲା ।ଇଣ୍ଡିଗୋ ଦୈନିକ ୨୨୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରେ  । ନୂଆ ନିର୍ଦ୍ଦେଶ ଅନୁସାରେ ଦୈନିକ ଇଣ୍ଡିଗୋ ବିମାନ ଉଡ଼ାଣ ସଂଖ୍ୟା ୧୧୦ କମିବ । କାଲି ଅପରାହ୍ନ ୫ଟା ସୁଦ୍ଧା ସଂଶୋଧିତ ସିଡ୍ୟୁଲ୍ ଦାଖଲ କରିବାକୁ ।

Show More

Related Articles

Back to top button