Breaking PLUSଓଡ଼ିଶାମୁଖ୍ୟ ଖବର

ପୋକୁଣ୍ଡା ସେକ୍ସନରେ ଦନ୍ତାହାତୀର ମୃତଦେହ ଠାବ

ଅନୁଗୁଳ: ପୋକୁଣ୍ଡା ସେକ୍ସନରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ଦନ୍ତାର ବୟସ ୧୫ରୁ ୨୦ ବର୍ଷ, ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ୮ରେ କଲରାପତରିଆର ମୃତ୍ୟୁ ହୋଇଥିବା ବେଳେ ଆଜି ଦନ୍ତାର ମୃତ୍ୟୁ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button