Breaking PLUSଓଡ଼ିଶାମୁଖ୍ୟ ଖବର
ପ୍ରଶାସନର କେନାଲ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ

ବ୍ରହ୍ମଗିରି: ପ୍ରଶାସନର କେନାଲ ଖୋଳାକୁ ଗ୍ରାମବାସୀଙ୍କ ବିରୋଧ ।ହରିଦାସ ଗାଁରେ ପ୍ରଶାସନକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ । କେନାଲ ଖୋଳିବାକୁ ଆସିଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି । ବିରୋଧ କରୁଥିବା କିଛି ଗ୍ରାମବାସୀଙ୍କୁ ଉଠାଇ ନେଲା ପୋଲିସ । କାଲିଠୁ ଅଞ୍ଚଳରେ BNSS ୧୬୩ ଜାରି ରହିଛି, ବ୍ୟାପକ ପୋଲିସ ମୁତୟନ କରାଯାଇଛି ।



