Breaking PLUSଓଡ଼ିଶାମୁଖ୍ୟ ଖବର

ଦାବି ପୂରଣ ନ ହେଲେ OMSAର କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ

ଭୁବନେଶ୍ୱର- ଦାବି ପୂରଣ ନ ହେଲେ OMSAର କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ  । ପ୍ରେସ୍‌ମିଟ୍‌ରେ OMSA ସାଧାରଣ ସମ୍ପାଦକ ଡା. ସଂଜୀବ ପ୍ରଧାନ ଏନେଇ ସୂଚନା ଦେଇଚନ୍ତି ।ନଭେମ୍ବର ୨୦ରୁ କଳା ବ୍ୟାଜ୍‌ ପିନ୍ଧି କାମ କରୁଛନ୍ତି ଡାକ୍ତର । ଦାବି ପୂରଣ ନ ହେଲେ ଡିସେମ୍ବର ୨୬ରୁ ଘଣ୍ଟେ ପାଇଁ OPD ବନ୍ଦ ରଖାଯିବ । ତଥାପି ଯଦି ଦାବି ପୁରଣ ନ ହୁଏ ଜାନୁଆରୀରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ । କେନ୍ଦ୍ରୀୟ ବେତନ ହାର, କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତରଙ୍କୁ ସୁବିଧା ପ୍ରଦାନ ଦାବି କରିଛି ସଂଘ । ବାର୍ଷିକ ପଦୋନ୍ନତି, ଡାକ୍ତରଙ୍କୁ ସରକାରୀ କ୍ୟାର୍ଟର୍ସ, ବୀମା ଆଦି ୧୮ ଦଫା ଦାବି ମଧ୍ୟ କରିଛି ସଂଘ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button