Breaking PLUSଓଡ଼ିଶାମୁଖ୍ୟ ଖବର

କିସ୍‌ ଛାତ୍ରଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ଘଟଣା ।ଡାଲି ପଡ଼ିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ  । ୩ ଛାତ୍ରଙ୍କୁ ଅଟକ ରଖି ଇନ୍‌ଫୋସିଟି ଥାନା ପୋଲିସର ତଦନ୍ତ  । ଗଣ୍ଡଗୋଳ ପରେ ବାଥରୁମରେ ମାଡ଼ମାରିବା ସହ ତଣ୍ଟି ଚିପି ହତ୍ୟା  । ଜିରୋ FIRରେ କେସ୍ କରିଥିଲା ଇନ୍‌ଫୋସିଟି ଥାନା ପୋଲିସ  । ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button