Breaking PLUSଓଡ଼ିଶାମୁଖ୍ୟ ଖବର
OPRB ଏସ୍ପିଙ୍କୁ ଟେଣ୍ଡର ପେପର୍ ନେଇ ସିବିଆଇର ଜେରା

ଭୁବନେଶ୍ୱର- ପୋଲିସ SI ପରୀକ୍ଷା ସ୍କାମରେ ସିବିଆଇର ଖୋଳତାଡ଼ । OPRB ଏସ୍ପିଙ୍କୁ ଟେଣ୍ଡର ପେପର୍ ନେଇ ସିବିଆଇର ଜେରା । ଅନ୍ୟ ୩ OPRB ସଦସ୍ୟଙ୍କୁ ହାଜର ପାଇଁ ନୋଟିସ୍ । ୪ ଦିନିଆ ରିମାଣ୍ଡରେ ଥିବା ଶଙ୍କର, ସୁରେଶ, ସାଗରକୁ ଚାଲିଛି ମାରାଥନ ଜେରା ।



