Breaking PLUSଓଡ଼ିଶାମୁଖ୍ୟ ଖବର

ଶିମିଳିପାଳ ସୀତାକୁଣ୍ଡରେ ବେଲୁନ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର

ବାରିପଦା: ଶିମିଳିପାଳ ସୀତାକୁଣ୍ଡରେ ବେଲୁନ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର । ବେଲୁନ ବିକ୍ରେତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି  । ଗୁରୁତର ଅବସ୍ଥାରେ ପ୍ରଥମେ PRM ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button