Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର- ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମୃତଦେହ ଉଦ୍ଧାର । ଗେଷ୍ଟହାଉସରୁ ମୃତଦେହ ଉଦ୍ଧାର କଲା ମୈତ୍ରୀବିହାର ଥାନା ପୋଲିସ ।ନାକରୁ ଫେଣ ଓ ପାଟିରୁ ରକ୍ତ ବାହାରୁଥିବାରୁ ବଢ଼ିଲା ସସ୍‌ପେନ୍ସ  ।୨୦ ତାରିଖରେ ଧଉଳି ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ସ୍ତ୍ରୀ  । ୧୯ ତାରିଖରୁ ଘରୁ ଆସିବା ପରେ ବିଳମ୍ବ ହେବ ଫୋନ କରି ଜଣାଇଥିଲେ  । ମୃତକ ସ୍ତ୍ରୀ ଜଣେ ଯୁବତୀଙ୍କ ନାମରେ ଆଣିଲେ ହତ୍ୟା ଅଭିଯୋଗ  । ସିସିଟିଭି ଯାଞ୍ଚ ଓ ସେହି ଯୁବତୀଙ୍କୁ ଧରିଲେ ସତ ସମ୍ନାକୁ ଆସିବ କହିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button