Breaking PLUSଓଡ଼ିଶାମୁଖ୍ୟ ଖବର
OUAT କୁଳପତିଙ୍କ ଅଫିସ୍ ଆଗରେ ପିଜି ଓ PhD ଛାତ୍ରଛାତ୍ରୀଙ୍କ ଅନଶନ

ଭୁବନେଶ୍ୱର- ପିଜି ଓ PhD ଛାତ୍ରଛାତ୍ରୀଙ୍କ ଅନଶନ । ଷ୍ଟାଇପେଣ୍ଡ ଦାବିରେ ଆମରଣ ଅନସନରେ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସିଛନ୍ତି OUAT ର ପିଜି ଏଵଂ PhD ଛାତ୍ରଛାତ୍ରୀ । ଅନ୍ୟ ରାଜ୍ୟ ଭଳି ସ୍ନାତକୋତ୍ତର ଓ ଗବେଷଣା ପାଇଁ ଷ୍ଟାଇପେଣ୍ଡ ଦାବି କରିଛନ୍ତି ଛାତ୍ରଛାତ୍ରୀ ।



