ଅନୁଚିନ୍ତା
ଆଜିର ଅନୁଚିନ୍ତା :

🙏 ଜୟ ଶ୍ରୀଜଗନ୍ନାଥ 🙏
ଆଜିର କଥା:
ଛତା ବର୍ଷାକୁ ବନ୍ଦ କରିପାରେ ନାହିଁ, କିନ୍ତୁ ବର୍ଷାରେ ଠିଆ ହୋଇ ରହିବାକୁ ସାହସ ଦେଇଥାଏ। ସେହିପରି ଜୀବନରେ ଆତ୍ମବିଶ୍ୱାସ ସବୁବେଳେ ସଫଳତା ଆଣିପାରେ ନାହିଁ, କିନ୍ତୁ ଯେକୌଣସି ସମସ୍ୟା ଓ ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ମନୋବଳ ଓ ସାହସ ନିଶ୍ଚୟ ଦେଇଥାଏ।
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕



