Breaking PLUSଓଡ଼ିଶାମୁଖ୍ୟ ଖବର
ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ; ନାବାଳକ ଗିରଫ

ଉଦଳା: ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ । ଏହି ଘଟଣାରେ ନାବାଳକ ଗିରଫ ହୋଇଛି । ଉଦଳା ବସ୍ଷ୍ଟାଣ୍ଡରୁ ୩୨ଟି ଥଣ୍ଡା ବୋତଲ ଜବତ କଲା ପୋଲିସ ।ଭୁବନେଶ୍ୱର ସାଲିଆ ସାହିକୁ ଚାଲାଣ ବେଳ ମାଡ଼ି ବସିଲା ପୋଲିସ । ଘଟଣାସ୍ଥଳରୁ ଆଉ ୨ ମାଫିଆ ଚମ୍ପଟ୍ ହୋଇଛନ୍ତି ।



