ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ପଶ୍ଚାତାପ ଅତୀତକୁ ସୁଧାରି ପାରିବ ନାହିଁ
ଏବଂ ଚିନ୍ତା ଭବିଷ୍ୟତକୁ ବଦଳାଇ ପାରିବ ନାହିଁ,
ସେଥିପାଇଁ ବର୍ତମାନ ରେ ଖୁସିରେ ରହିବା
ପାଇଁ ଚେଷ୍ଟା କରନ୍ତୁ ଏବଂ ଭବିଷ୍ୟତ ପାଇଁ
କର୍ମ କରନ୍ତୁ ।
ଶରୀର ସୁନ୍ଦର ହେବ ଦ୍ୱାରା କେହି ସୁନ୍ଦର
ହୋଇଯାଏ ନାହିଁ ,ମଣିଷର ଭଲ କର୍ମ,
ବ୍ୟବହାର ଓ ସଂସ୍କାର ମଣିଷକୁ ସୁନ୍ଦର
କରିଥାଏ ।

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Leave a Reply

Your email address will not be published. Required fields are marked *

Back to top button