Breaking PLUSଓଡ଼ିଶାମୁଖ୍ୟ ଖବର

ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ- ମନ୍ତ୍ରୀ

ଭୁବନେଶ୍ୱର- ଖୁବ ଶୀଘ୍ର ପୂରଣ ହେବ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀ । ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।ବିଶ୍ୱବିଦ୍ୟାଳୟରେ ୧୪ ଶହ ଖାଲି ପଦବୀ ବି ପୂରଣ ହେବ ।

ମନ୍ତ୍ରୀ କହିଛନ୍ତି ଯେ, ବିଦ୍ୟାଳୟ ସଂରକ୍ଷଣ ସଂଶୋଧନ ଆଇନ ଆସିବା ପରେ ବାଟ ଫିଟିଛି । ବିଶ୍ୱବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦିଆ ସରିଛି ପଦବୀ ପୂରଣ ପାଇଁ । ଅଣଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ଏସଏସବିକୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇ ପୂର୍ବରୁ ୩୮୫ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ OPSCକୁ ଦାୟିତ୍ବ ଦିଆଯାଇଛି ।

 

Show More

Related Articles

Back to top button