ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

କାହାର ସରଳ ସ୍ୱଭାବ
ତାର ନିର୍ବଳତା ହୋଇ ନଥାଏ
ଏହା ବାସ୍ତବରେ
ତାହାର ସଂସ୍କାର ର ଫଳ

🍁🍁🍁🍁🍁🍁🍁

କାହାକୁ କ୍ଷୁଦ୍ର ମନେକରିବା ଉଚିତ ନୁହେଁ ,
କାହିଁକିନା…
ଏକ କ୍ଷୁଦ୍ର ଛିଦ୍ର ପୁରା ଜାହାଜକୁ ବୁଡେଇ ଦେଇଥାଏ

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button