ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ଯଦି ସ୍ୱପ୍ନ ଦେଖିବାକୁ ଚାହୁଁଛ
ତେବେ ଉଚ୍ଚ ଦେଖ
ଅପମାନିତ ଓ ନୀଚ ଦେଖେଇବା
ପାଇଁ,ଲୋକ ଅଛନ୍ତି
ଯଦି ଜାଳିବାର ଅଛି,ତୁମ ଭିତରେ
ଉତ୍ସାହର ଅଗ୍ନି ଜାଳ
ଜଳିବା ପାଇଁ, ଲୋକ ଅଛନ୍ତି
ଯଦି ବନେଇବାକୁ ଅଛି
ତେବେ ସ୍ମୃତି ବନାଅ
କଥା ବନେଇବାକୁ
ଲୋକ ଅଛନ୍ତି
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕
Back to top button