Breaking PLUSଓଡ଼ିଶାମୁଖ୍ୟ ଖବର

ଏଥର ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍

ଭୁବନେଶ୍ୱର, ୧ ମେ’  – ଆସନ୍ତାକାଲି ପ୍ରକାଶ ପାଇବ ବିଏସ୍‌ଇ ମାଟ୍ରିକ ରେଜଲ୍ଟ। ଏଥର ଓଡ଼ିଆରେ ମିଳିବ ମାଟ୍ରିକ୍ ସାର୍ଟିଫିକେଟ୍।

ଚଳିତ ବର୍ଷ ଉଭୟ ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ମାଟ୍ରିକ ସାର୍ଟିଫିକେଟ୍। ଛାତ୍ରଛାତ୍ରୀ ମାନେ ଅଫିସିଆଲ୍ ୱେବସାଇଟରେ ରେଜଲ୍ଟ ଦେଖିପାରିବେ।

ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନଂକୁ ମେସେଜ କରି ରେଜଲ୍ଟ ଜାଣିହେବ । ଚଳିତବର୍ଷ ମୋଟ ୩ ହଜାର ୮୨ଟି କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Show More

Related Articles

Back to top button