Breaking PLUSଦେଶମୁଖ୍ୟ ଖବରରାଜନୀତି

ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି ଦେଶର ପରବର୍ତ୍ତୀ ସିଡିଏସ

ନୂଆଦିଲ୍ଲୀ, 9 ମେ- ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ହେଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି। CDS ସହ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ ତାଙ୍କୁ ଦାୟିତ୍ବ ଦେଇଛନ୍ତି କେନ୍ଦ୍ର ସରକାର।

ବର୍ତ୍ତମାନର CDS ଅନୀଲ ଚୌହ୍ବାନଙ୍କ କାର୍ଯ୍ୟକାଳ ଆସନ୍ତା ୩୦ରେ ଶେଷ ହେଉଛି। ସୁବ୍ରମଣି ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ସାମରିକ ପରାମର୍ଶଦାତା ଅଛନ୍ତି। ପୂର୍ବରୁ ସେ ସେନା ଉପାଧ୍ୟକ୍ଷ ଥିଲେ। ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସ୍ ର କମାଣ୍ଡିଂ-ଇନ୍-ଚିଫ୍ ବି ସେ ଥିଲେ।

Show More

Related Articles

Back to top button