Breaking PLUSଓଡ଼ିଶାମୁଖ୍ୟ ଖବର

ସୌମ୍ୟ ହତ୍ୟା ମାମଲା, ଦୁଇ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ବନ୍ଧୁ

ଅସଦାଚରଣ ଘଟଣାକୁ ଖଣ୍ଡନ କଲେ ଓମ୍‌ ପ୍ରକାଶ

ଭୁବନେଶ୍ୱର, 9 ମେ- GRP କନଷ୍ଟେବଲ୍ ସୌମ୍ୟ ମୃତ୍ୟୁର ଖୁଲାସା କଲେ ସାଙ୍ଗ ଓମ୍‌ ପ୍ରକାଶ ।ଦୁଇ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଓମ୍‌ ପ୍ରକାଶ । ଓମ୍ ପ୍ରକାଶ ସୌମ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି । ଅସଦାଚରଣ ଘଟଣାକୁ ଖଣ୍ଡନ କରିଛନ୍ତି ।

ଦୁଇ ଯୁବତୀ ମିଛ କହୁଥିବା କହିଛନ୍ତି ଓମ୍ ପ୍ରକାଶ  । ସେ କହିଛନ୍ତି ଯେ, ୭୦/୮୦ ଲୋକ ଘେରିଗଲେ, ୧୦ରୁ ୧୨ ଜଣ ପିଟିଥିଲେ । ମୁହଁକୁ ଗୋଇଠା ମାଡ଼ ଓ ବାଉଁଶ ଫାଳିଆରେ ପିଟିଥିଲେ  । ବିନା ୟୁନିଫର୍ମରେ ଭିଡ଼ ମଧ୍ୟରେ ପିସିଆର୍‌ ମଧ୍ୟ ସୌମ୍ୟଙ୍କୁ ପିଟୁଥିଲା  । ୟୁନିଫର୍ମରେ ଥିବା ପିସିଆର୍‌ ଚୁପ୍‌ ହୋଇ ଦେଖୁଥିଲେ । ଆଇନକୁ ହାତକୁ ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ସେ କହିଛନ୍ତି ।

Show More

Related Articles

Back to top button