Breaking PLUSଓଡ଼ିଶାମୁଖ୍ୟ ଖବର

ନୀଳଗିରି: ଫାଶରେ ପଡ଼ି କଲରାପତରିଆ ବାଘ ମୃତ

ଘଟଣାସ୍ଥଳରେ ପହଞ୍ଚି ବନବିଭାଗର ଛାନଭିନ୍‌ ଜାରି

ନୀଳଗିରି: ଫାଶରେ ପଡ଼ି କଲରାପତରିଆ ବାଘ ମୃତ୍ୟୁବରଣ କରିଛି । ମିଶ୍ରପୁର କାଠଗୋଛି ଜଙ୍ଗଲରେ ଫାସରେ ପଡ଼ି କଲରାପତରିଆର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପହଞ୍ଚି ବନବିଭାଗର ଛାନଭିନ୍‌ ଜାରି ।

ସୋମବାର ବିଳମ୍ବିତ ରାତିରେ ବାଘଟି ନିକଟସ୍ଥ କୁଲଡିହା ଅଭୟାରଣ୍ୟରୁ ପଳାଇ ଆସି ନୀଳଗିରି ରେଞ୍ଜରେ ମୃତ୍ୟୁଘଟିଥିବା ଅନୁମାନ କରାଯାଉଛି। ଆଜି ସକାଳେ ବାଘ ଗର୍ଜନ ଶୁଣି ସ୍ଥାନୀୟ ଅଧିବାସୀ ସେଠାରେ ପହଞ୍ଚି ଥିଲେ। କିଛିକ୍ଷଣ ପରେ ବାଘର ମୃତ୍ୟୁ ଘଟିଥିଲା। ବନବିଭାଗ କର୍ମଚାରୀ ଓ ଅଧିକାରୀ ସେଠାରେ ମୃତୟନ ଥିବା ସୂଚନା ମିଳିଛି।

Show More

Related Articles

Back to top button