ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 କିଛି ସମ୍ପର୍କ ଭାଗ୍ୟରେ ଥାଏ, ଆଉ କିଛି ସମ୍ପର୍କ ହୃଦୟ ରେ ଥାଏ । ହେଲେ ସବୁଠାରୁ ସୁନ୍ଦର ସେଇ ସମ୍ପର୍କ ଯେଉଁଠି ସ୍ବାର୍ଥ ନଥାଏ । 🍁 ଶୁଭ ସକାଳର ଶୁଭ କାମନା 🍁 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕