Breaking PLUSମୁଖ୍ୟ ଖବର

ଗଂଜାମ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, 22 ମେ- ଗଞ୍ଜାମ ସଡକ ଦୁର୍ଘଟଣାରେ ୬ ମୃତକଙ୍କ ପରିବାରକୁ ଶୁକ୍ରବାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
ବସ୍ ଓ ଅଟୋ ମୁହାମୁହିଁ ଧକ୍କାରୁ ଅଟୋରେ ବସିଥିବା ୧୦ ଜଣଙ୍କ ମଧ୍ୟରୁ ୨ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି।

Show More

Related Articles

Back to top button