Breaking PLUSଓଡ଼ିଶାମୁଖ୍ୟ ଖବର
ମାଲକାନଗିରି: ବନ ବିଭାଗ ପାରା କର୍ମଚାରୀଙ୍କ ମୃତ୍ୟୁ
ପାଟ୍ରୋଲିଂ କଲା ବେଳେ ମଝିରାସ୍ତାରେ ଟଳିପଡ଼ିଲେ କର୍ମଚାରୀ

ଭୁବନେଶ୍ୱର, 23 ମେ- ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ । ପାଟ୍ରୋଲିଂ କଲା ବେଳେ ମଝିରାସ୍ତାରେ ଟଳିପଡ଼ିଲେ କର୍ମଚାରୀ ।
ଗୋବିନ୍ଦପାଲି ପାଟ୍ରୋଲିଂ ପାଇଁ ଗଲାବେଳେ ମଝିରାସ୍ତାରେ ପଡ଼ିଗଲେ କର୍ମଚାରୀ ଗୌରାଙ୍ଗ ପୂଜାରୀ। ଅସୁସ୍ଥ ଅବସ୍ଥାରେ ମାଥିଲି ପରେ ମାଲକାନଗିରି ସ୍ଥାନାନ୍ତର ହୋଇଥିଲେ। ମାଲକାନଗିରି ଜିଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମାଥିଲି ବନାଂଚଳରେ ବନ ପାରାଗାର୍ଡ ଭାବେ କାର୍ଯ୍ୟରତ ଥିଲେ ଗୌ



