Breaking PLUSଓଡ଼ିଶାମୁଖ୍ୟ ଖବର

3 ତାରିଖରେ ରାଜ୍ୟ  କ୍ୟାବିନେଟ

ଭୁବନେଶ୍ୱର, 29 ମେ  – ଆସନ୍ତା 3 ତାରିଖରେ ବସିବ ରାଜ୍ୟ  କ୍ୟାବିନେଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ । 12ଟି ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା । ସେଥିପାଇଁ ବିଭାଗ ମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସହ ବିଭାଗୀୟ ସଚିବ ଉପସ୍ଥିତ ରହିବେ।

Show More

Related Articles

Back to top button