Breaking PLUSଓଡ଼ିଶାମୁଖ୍ୟ ଖବର

ଖଣ୍ଡଗିରି ନିକଟ ଜାଗମରାରେ ଆମ୍ବୁଲାନ୍ସରେ ନିଆଁ

ଭୁବନେଶ୍ୱର, 1 ଜୁନ: ଖଣ୍ଡଗିରି ନିକଟ ଜାଗମରାରେ ଆମ୍ବୁଲାନ୍ସରେ ନିଆଁ । ଚଳନ୍ତା ଅବସ୍ଥାରେ ନିଆଁ ଲାଗି ସଂପୂର୍ଣ୍ଣ ଜଳିଗଲା ଆମ୍ବୁଲାନ୍ସ  ।

ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ଆମ୍ବୁଲାନ୍ସ।

ରୋଗୀ ଆଣିବାକୁ ଯିବା ବେଳେ ଆମ୍ବୁଲାନ୍ସରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।

Show More

Related Articles

Back to top button