Breaking PLUSଦେଶମୁଖ୍ୟ ଖବର
ଲକ୍ଡାଉନ୍ରେ ରହିଲେ NEET ପ୍ରଶ୍ନପତ୍ର ପ୍ରସ୍ତୁତକାରୀ

ନୂଆଦିଲ୍ଲୀ, 8 ଜୁନ- NEET-UG ପରୀକ୍ଷାରେ ସ୍ବଚ୍ଛତା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ଲକ୍ଡାଉନ୍ରେ ରହିଛନ୍ତି NEET ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ।
ପ୍ରଶ୍ନପତ୍ର ପ୍ରସ୍ତୁତକାରୀ, ଅନୁବାଦକାରୀ ସମସ୍ତେ ଲକଡାଉନ୍ରେ ରହିଛନ୍ତି ।ବାହାର ଦୁନିଆ ସହ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗରୁ ବିଚ୍ଛିନ୍ନ କରାଯାଇଛି । ମୋବାଇଲ୍ ଫୋନ୍, ଲାପଟପ୍ ଆଦି ବ୍ୟବହାର କରିପାରିବେନି । ଜୁନ ୨୧ ତାରିଖ ପର୍ଯ୍ୟନ୍ତ ବାହାର ଦୁନିଆକୁ ଆସିବା ମନା । ୨୨ ଲକ୍ଷ ପରୀକ୍ଷାର୍ଥୀ ଭୋଗିଥିବା ଦୁର୍ଦ୍ଦଶା ପୁନରାବୃତ୍ତି ନ ହେବାକୁ ପଦକ୍ଷେପ ନିଆଯାଇଛି ।



