Breaking PLUSଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ବରରେ ବାଇକ୍‌ ଆରୋହୀଙ୍କୁ ପଛରୁ ଧକ୍କା ଦେଲା ଆମ ବସ୍

ଅବସ୍ଥା ଗୁରୁତର, ଘଟଣାସ୍ଥଳରେ ଚାପା ଉତ୍ତେଜନା, ବସ୍‌ କାଚ ଭାଙ୍ଗିଦେଲେ ଲୋକେ

ଭୁବନେଶ୍ଵର: ଭୁବନେଶ୍ବରରେ ବାଇକ୍‌ ଆରୋହୀଙ୍କୁ ପଛରୁ ଧକ୍କା ଦେଲା ଆମ ବସ୍ । ଆଜି ଜୟଦେବବିହାର ଏବଂ ଆଚାର୍ଯ୍ୟ ବିହାର ମଧ୍ୟରେ ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଛି।  ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ  ବସ୍‌ କାଚ ଭାଙ୍ଗିଦେଇଥିବାବେଳେ ପୁଲିସ୍‌ ବୁଝାସୁଝା ଜାରି ରଖିଛି।

Show More

Related Articles

Back to top button