ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ସବୁବେଳେ ସବୁକିଛି ପାଇବାର 

ଆଶା ହିଁ ମଣିଷକୁ 

ଦୁଃଖ ଓ ଅଶାନ୍ତିର ଅନ୍ଧକାର 

ମଧ୍ୟକୁ ଟାଣିନେଇ ଥାଏ 

ତେଣୁ ଈଶ୍ୱର ଯାହା ଦେଇଛନ୍ତି 

ସେଥିରେ ଖୁସି ହେବା ଉଚିତ !!

ତେବେ ଯାଇ ସଂସାରରେ 

ଶାନ୍ତିରେ ବଞ୍ଚି ପାରିବା !!!

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button