ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 ଯେ କୌଣସି ସକାରାତ୍ମକ ଚିନ୍ତାଧାରା ଅବା ପଦକ୍ଷେପ, ନକାରାତ୍ମକ ଚିନ୍ତାଧାରା ଠାରୁ ସତ ଗୁଣରେ ଉତ୍ତମ ଏଣୁ ଖରାପ ଭାବନାରେ ବୁଡି ରହିବା ପରିବର୍ତ୍ତେ ସବୁବେଳେ ଭଲ ଚିନ୍ତା କରନ୍ତୁ । 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕