ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ଯିଏ ଜ୍ଞାନି ତାଙ୍କୁ ବୁଝାଇ
ଦିଆଯାଇପାରିବ।

ଯିଏ ଅଜ୍ଞାନି ତାକୁ ବି
ବୁଝାଇ ଦିଆଯାଇ ପାରିବ।

କିନ୍ତୁ ଯିଏ ଅହଂକାରୀ ,
ତାକୁ କେହି ବୁଝାଇ ପାରିବେ ନାହିଁ ,

କେବଳ
ସମୟ ତାକୁ ଶିଖାଏ।

🍁 ଶୁଭ ସକାଳର ଶୁଭ କାମନା 🍁

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button