ଅନୁଚିନ୍ତା
ଆଜିର ଅନୁଚିନ୍ତା :

ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
କର୍ମ ହିଁ ଭଗବାନ।
ମନୁଷ୍ୟ ମାତ୍ର ଜାତିରେ ବଡ଼ ହେବା ନୁହେଁ,
ସତ୍ୟ କର୍ମଦ୍ୱାରା ମହାନ ହୁଏ।
ଯେ ପରିଶ୍ରମ କରେ, ସେଇ ଜୀବନରେ ଅଗ୍ରଗତି କରେ।
ଅନ୍ୟମାନଙ୍କୁ ଉପକାର କରିବା ହିଁ ଜୀବନର ସର୍ବୋତ୍ତମ ଧର୍ମ।
ପରୋପକାର ହିଁ ଶ୍ରେଷ୍ଠ କର୍ମ॥
🙏 ଜୟ ଶ୍ରୀଜଗନ୍ନାଥ 🙏
⭕❗⭕



