ଓଡ଼ିଶା
ବଢିବ ଅଙ୍ଗନବାଡି କର୍ମୀଙ୍କ ଧାରଣା
ଭୁବନେଶ୍ୱର- ରାଜ୍ୟ ଅଙ୍ଗନବାଡି କର୍ମୀଙ୍କ ଦରମା ବଢ଼ିବା ନେଇ କେନ୍ଦ୍ରକୁ ପ୍ରସ୍ତାବ । ରାଜସ୍ଥାନ ଜୟପୁର ଚିନ୍ତନ ଶିବିରରେ ପ୍ରସ୍ତାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ରାଜ୍ୟରେ କାର୍ଯ୍ୟରତ ମହିଳାଙ୍କ ପାଇଁ ହଷ୍ଟେଲ୍ ସୁବିଧା ନେଇ ପ୍ରସ୍ତାବ । କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ବିଚାର କରୁଛି: । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବି ଆଲୋଚନା ହୋଇଛି ।