Breaking PLUSଓଡ଼ିଶାମୁଖ୍ୟ ଖବର

ଅଫିସ୍‌ରେ ଟଳିପଡ଼ିଲେ ଭଦ୍ରକ DFO

ଭଦ୍ରକ- ଅଫିସରେ ଟଳିପଡିଲେ ଡିଏଫଓ । ମୃତ ଡିଏଫଓ ହେଲେ ସୌଭାଗ୍ୟ କୁମାର ସାହୁ ।

ଚାନ୍ଦବାଲି ଅଫିସ୍‌ରେ ଟଳିପଡ଼ିଲେ ଭଦ୍ରକ DFO ସୌଭାଗ୍ୟ କୁମାର ସାହୁ । କାର୍ଯ୍ୟରତ ବେଳେ ହଠାତ୍ ଟଳିପଡ଼ିଲେ ଡିଏଫଓ । ତାଙ୍କୁ ତୁରନ୍ତ  ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକାରେ ବୋଲି ଜଣାପଡିଛି ।  ଚାକିରି ଆଉ ୧୧ ମାସ ଥିଲା ବୋଲି ସୂଚନା ମିଳିଛି ।

Show More

Related Articles

Back to top button